ଘୋଡ଼ି ହେବା Ghoṟḍ̠i hebā
- ଦେ. କ୍ରି. — ଘୋଡ଼ାଇ ହେବା (ଦେଖ) — Ghoṟḍ̠āi hebā (See)
- ଦେ. କ୍ରି. — ଘୋଡ଼ାଇବା (ଦେଖ) — Ghoṟḍ̠āibā (See)
- ଦେ. ବି. — ଶୀତବସ୍ତ୍ର — Winter-cloth; wrapper
- ଦେ. ବି. — (ଯଥା—ମୋ ଘୋଡ଼ିହେବାଟା ଆଣ।)
- ଦେ. ବିଣ — ଦେହକୁ ଆବୃତ କରିବାରେ ବ୍ଯବହୃତ (ବସ୍ତ୍ର) — (cloth) Used for wrapping the body
- ଦେ. ବିଣ — (ଯଥା—ମୋ ଘୋଡ଼ିହେବା ଏଣ୍ଡୀଟା କିଏ ନେଲା?)
- ଦେ. ବିଣ — [ଦ୍ର—ଉପରୋକ୍ତ ବି ଓ ବିଣ ଅର୍ଥରେ 'ଘୋଡ଼ିହେଲା' ମଧ୍ୟ ପ୍ରୟୋଗ କରାଯାଏ]