ଘୋଡ଼ାଲାଞ୍ଜି Ghoṟḍ̠ālān̄ji

  • ଦେ. ବି — ବର୍ଷଜୀବୀ ଘାସବିଶେଷ — Albizzia Stipulata (Haines)
  • ଦେ. ବି — [ଦ୍ର—ଏହା ଲମ୍ବରେ 2 ଫୁଟରୁ 4 ଫୁଟ ପର୍ଯ୍ୟନ୍ତ ବଢ଼େ। ଏହା ବାଲିଆ ବା ଦୋରସା ମାଟିରେ ଭଲ ଜନ୍ମେ। ପ୍ରଶସ୍ତ ମୁକ୍ତ ପଡ଼ିଆ ଏହା ପାଇଁ ପ୍ରଶସ୍ତ।] — [ଦ୍ର—ଏହା ଲମ୍ବରେ2ଫୁଟରୁ4ଫୁଟ ପର୍ଯ୍ୟନ୍ତ ବଢ଼େ ଏହା ବାଲିଆ ବା ଦୋରସା ମାଟିରେ ଭଲ ଜନ୍ମେ ପ୍ରଶସ୍ତ ମୁକ୍ତ ପଡ଼ିଆ ଏହା ପାଇଁ ପ୍ରଶସ୍ତ]