ଘୋଡ଼ାରୋହା Ghoṟḍ̠ārohā

  • ଗ୍ରା. (ପଦ୍ଯ) ବିଣ. (ସଂ. ଘୋଟକାରୋହୀ) — ଅଶ୍ୱାରୋହୀ — Riding a horse
  • ଗ୍ରା. (ପଦ୍ଯ) ବିଣ. (ସଂ. ଘୋଟକାରୋହୀ) — ହାତୀ ହାତୀ ଘୋଡ଼ାରୋହାଙ୍କୁ ଘୋଡ଼ାରୋହା କ୍ଷତ୍ରି ତୁଲେ କ୍ଷତ୍ରି ଯୁଝିଲେ ଟେକି ବାହା। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।