ଘୋଡ଼ାମୁହାଁ Ghoṟḍ̠āmuhāñ

  • ଦେ. ବିଣ. ପୁଂ — ଲମ୍ବ ମୁଖବିଶିଷ୍ଟ — Having a long face
  • ଦେ. ବିଣ. ପୁଂ — ନିର୍ଲଜ୍ଜ — Shameless
  • ଦେ. ବିଣ. ପୁଂ — ଅଯୋଗ୍ୟ — Worthless
  • ଦେ. ବିଣ. ପୁଂ — କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜାତ—ଢଗ।