ଘୋଡ଼ାମାଛି Ghoṟḍ̠āmāchhi

  • ଦେ. ବି. (ସଂ. ଘୋଟକ+ମକ୍ଷିକା) — ଏକପ୍ରକାର ପାଉଁଶିଆ ରଙ୍ଗର ବଡ଼ ଡାଉଁଶ; ଡାଆଁଶ — Horse-fly
  • ଦେ. ବି. (ସଂ. ଘୋଟକ+ମକ୍ଷିକା) — [ଦ୍ର—ଏମାନେ ଘୋଡ଼ାଙ୍କ ଦେହରେ ଲାଗିଲେ ଘୋଡ଼ା ଅତି ବିକଳ ଓ ଅସ୍ଥିର ହୁଅନ୍ତି।]