ଘୋଡ଼ାଦଣ୍ଡେଈ Ghoṟḍ̠ādaṇḍeī

  • ପ୍ରାଦେ. (ଗଡ଼ଜାତ) ବି — ବଡ଼ ଦଣ୍ଡକରୀ ମାଛ — The bigger Daṇḍakirī fish
  • ପ୍ରାଦେ. (କଟକ) ବିଣ. ସ୍ତ୍ରୀ — ଘୋଡ଼ାଦଣ୍ଡାର ସ୍ତ୍ରୀଲିଙ୍ଗ — Feminine of Ghoṟḍ̠ādaṇḍā