ଘୋଡ଼ାଛାଟିଆ Ghoṟḍ̠āchhāṭiā

  • ଦେ. ବି. (ସଂ. ପିଚୁଳ) — (ବୈଦ୍ଯକ) ଗୁଳ୍ମବିଶେଷ — Tamarisk Dioca
  • ଦେ. ବି. (ସଂ. ପିଚୁଳ) — [ଦ୍ର—ଏହା ସିନ୍ଧୁ ଓ ପଞ୍ଜାବରୁ ଆନୀତ। ଏହା ନଦୀକୂଳରେ ବା ନଦୀଗର୍ଭର ବାଲିରେ ଉଠେ। ଏହାର ଛେଲିର ଭିତରପାଖ ନାଲି, ବାହାରପାଖ ଧଳା, କାଠ ଅଳ୍ପ ଶକ୍ତ, ଫୁଲଗୁଡ଼ିକ ଈଷତ୍ ନାଲି, କଢ଼ ଓ ଶାଖା ଔଷଧରେ ବ୍ଯବହୃତ ହୁଏ। — (Kirtikar)]