ଘୋଡ଼ାଗାଡ଼ି Ghoṟḍ̠āgāṟḍ̠i
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଅଶ୍ୱଦ୍ୱାରା ଟଣାଯିବା ଦ୍ୱିଚକ୍ର ବା ଚତୁଶ୍ଚକ୍ର ଯାନ; ବଗୀ — Horse-carriage
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — (ଗାଡ଼ି ତଳେ ନୋଟ ଦେଖ — See notes under Gār̲ḍ̠i.)
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — [ଦ୍ର—ଘୋଡ଼ାଗାଡ଼ି ଅନେକ ପ୍ରକାର; ଯଥା—ଚାରିଚକିଆ — Four-wheeled carriage.]
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଟମ୍ଟମ୍ (ଏକ ଘୋଡ଼ା ଟାଣିବା ହାଲୁକା ଗାଡ଼ି) — Buggy; dog-cart
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଦୁଇ, ତିନି ବା ଚାରି ଘୋଡ଼ା ଟାଣିବା ଭାରି ଗାଡ଼ି — Carriage drawn by two or more horses
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଛୋଟ ଓ ବଡ଼ ପାଲ୍କୀଗାଡ଼ି — Brownberry
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଫିଟନ୍ଗାଡ଼ି — Phaeton
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଦୋମହଲା ଗାଡ଼ି (ବିଲାତୀ) — Omnibus; bus
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଏକ୍କା ଗାଡ଼ି (ପଶ୍ଚିମ ଭାରତ), ଝଟକା (ଗଞ୍ଜାମ, ମାନ୍ଦ୍ରାଜ) — A two-wheeled covered cart drawn by a horse
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ରୋଗୀବୁହା ଗାଡ଼ି — Ambulance car
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ଡ଼ାକବୁହା ଗାଡ଼ି — Mail carriage
- ଦେ. ବି (ସଂ. ଘୋଟକ+ଗନ୍ତ୍ରୀ) — ବ୍ରହାମ୍ ଗାଡ଼ି — Brougham