ଘୋଡ଼ାଇ ହେବା Ghoṟḍ̠āi hebā

  • ଦେ. କ୍ରି — ଆଚ୍ଛାଦିତ ହେବା — To be covered
  • ଦେ. କ୍ରି — ନିଜର ଶରୀରକୁ ବସ୍ତ୍ରାବୃତ କରିବା — To cover one's body with cloth