ଘୋଡ଼ା ହେବା Ghoṟḍ̠ā hebā

  • ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ) — ଘୋଡ଼ା ଯିବା (ଦେଖ) — Ghṟḍ̠ā j̄ibā (See)
  • ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ) — ସୋରିଷ ଫାଳକରେ ହିମବନ୍ତ ଗିରି ଘୋଡ଼ା ହୋଇଅଛି କି ଶୁଣିଛ ଦଣ୍ଡଧାରି। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ) — (ଲକ୍ଷଣାର୍ଥ) ବହୁ ସମୟ ଛିଡ଼ା ହୋଇ ରହିବା — (fig.) To stand for a long time; to dance attendance
  • ଦେ. କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ) — (ସଂ. ଘୋଟକାୟତେ) ମନୁଷ୍ୟ ଦୁଇହାତ ଓ ଦୁଇଗୋଡ଼ ଭୂମିରେ ଲଗାଇ ଗତି କରିବା ବା ଅବସ୍ଥାନ କରିବା — (a man) To creep or stand on the ground with the help of the two knees and two hands