ଘୋଡ଼ା ରଖିବା

  • ଦେ. କ୍ରି — ଆପଣାର ବ୍ଯବହାର ପାଇଁ ଘୋଡ଼ା ପାଳିବା।
  • ଦେ. କ୍ରି — (ଯଥା—ହାତୀ, ନେଉଳ, ଶୁଆ, ଶାରୀ, କୁକୁର, ମିରିଗ, ବଣି ଆଦି ଶବ୍ଦ ପରେ ରଖିବା ଶବ୍ଦ ପ୍ରୟୋଗ ହୁଏ।)