ଘୋଡ଼ା ଦଣ୍ଡା Ghoṟḍ̠ādaṇdā

  • ପ୍ରାଦେ. (କଟକ) ବିଣ. ପୁଂ — (ଗାଳିବିଶେଷ) ବାରବୁଲା; ଯେ ସର୍ବଦା ଏଣେ ତେଣେ ବୁଲୁଥାଏ — (a term of abuse) Loafing (person)