ଘୋଡ଼ା ଦଉଡ଼ Ghoṟḍ̠ā dauṟḍ̠a
- ଦେ. ବି (ସଂ ଘୋଟକ+ଧାବନ) — ଅଶ୍ୱର ଦ୍ରୁତଗତି — Running of a horse
- ଦେ. ବି (ସଂ ଘୋଟକ+ଧାବନ) — ଅପରାଧୀକୁ ଦିଆଯିବା ଦଣ୍ଡବିଶେଷ — A punishment meted out to offenders
- ଦେ. ବି (ସଂ ଘୋଟକ+ଧାବନ) — [ଦ୍ର—ଏଥିରେ ଅପରାଧୀକୁ ପଛଆଡ଼ୁ ବେକପାଖରୁ ଜଣେ ହାବୁକା ଦେଇଦେଇକା ଘୋଡ଼ା ପରି ଦଉଡ଼ାଉଥାଏ।]