ଘୋଷି ହେବା Ghoshi hebā

  • ଦେ. କ୍ରି — ସବୁ ବେଳେ କହିବା — To repeat a thing
  • ଦେ. କ୍ରି — ମୁଖସ୍ଥ କରିବା — To learn by heart
  • ଦେ. କ୍ରି — ସର୍ବଦା ମନେ ପକାଇବା — To constantly remember; to constantly recall to mind