ଘୋଷାରିବା Ghoshāribā

  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — ଭୂମିରେ ଲଗାଇ ଟାଣି କରି ନେବା — To drag along the ground
  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ମଠ କରିବା — (fig) To do a work lazily
  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ମଠ କରିବାଦ୍ୱାରା କୌଣସି ବ୍ଯକ୍ତିକୁ ଦହଗଞ୍ଜ କରିବା — (fig) To cause trouble to a person by dragging on a work
  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — ଘୋଷାରି ହେବା (ଦେଖ) — Ghoshāri hebā (See)
  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — କାନ୍ଧୁ ଖସି ପଡ଼ି ପଣନ୍ତ ଘୋଷାରିଲା, ଉଡ଼ି ଫର ଫର ଶବଦ ଜାତ କଲା। କୃଷ୍ଣସିଂହ. ମହାଭାରତ. ବିରାଟ।
  • ଦେ. କ୍ରି. (ସଂ. ଘୃଷ ଧାତୁ=ଘର୍ଷଣ) — [ଦ୍ର—ଘୁଷୁରିବାର ଣିଜନ୍ତ ଘୋଷାରିବା ଘୋଷାରିବାର ଣିଜନ୍ତ ଘୋଷରାଇବା।]