ଘୋଷହୀନ ବର୍ଣ୍ଣ Ghoshahīna barṇṇa

  • ସଂ. ବି (ବ୍ୟାକରଣ) — ଲଘୁପ୍ରାଣ ବା ଅଘୋଷନବାନ୍ ବର୍ଣ୍ଣ; ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଣ୍ଣ — Consonants having soft sound
  • ସଂ. ବି (ବ୍ୟାକରଣ) — [ଦ୍ର—କ, ଖ; ଚ, ଛ; ଟ, ଠ; ତ, ଥ; ପ, ଫ; ଏହି ବ୍ୟଞ୍ଜନବର୍ଣ୍ଣମାନ ଉଚ୍ଚାରିତ ହେବା ସମୟରେ ଧ୍ୱନିର ଗାମ୍ଭୀର୍ଯ୍ୟ ପ୍ରକାଶ ପାଏ ନାହିଁ। ଏଥିପାଇଁ ଏମାନଙ୍କୁ ଘୋଷହୀନ ବର୍ଣ୍ଣ ବୋଲାଯାଏ।]