ଘୋଷଘୋଷି Ghoshaghāshi

  • ଦେ. କ୍ରି. ବିଣ. (ଘୋଷିବା ଓ ଧ୍ୱନ୍ୟନୁକାରୀ ଅନର୍ଥକ ସହଚର ଘାଷିବା କ୍ରିୟାଦ୍ୱୟ ଅସମାପିକା ରୂପ) — ଉତ୍ତମ— ରୂପେ ବହୁବାର ଆବୃତ୍ତିପୂର୍ବକ — After repeated recitals
  • ଦେ. କ୍ରି. ବିଣ. (ଘୋଷିବା ଓ ଧ୍ୱନ୍ୟନୁକାରୀ ଅନର୍ଥକ ସହଚର ଘାଷିବା କ୍ରିୟାଦ୍ୱୟ ଅସମାପିକା ରୂପ) — (ଯଥା—ମୁଁ ଆଜିର ପଢ଼ାକୁ ଘରୁ ଘୋଷିଘାଷି ଆୟତ୍ତ କରିଛି।)