ଘୋରରାସନ Ghorarāsana

  • ସଂ. ବି (ଘୋର+ରାସ୍ ଧାତୁ=ଶବ୍ଦକରିବା+କର୍ତ୍ତୃ. ଅନ) ଘୋରବାଶନ (ଦେଖ) — Ghorabāṡana (See)
  • ସଂ. ବିଣ. ପୁଂ. (ବହୁବ୍ରୀହି; ଘୋର+ରାସନ) — (ଘୋରରାସନା ସ୍ତ୍ରୀ) ଭୟଙ୍କର ଶବ୍ଦଯୁକ୍ତ — Emitting a frightful sound; yelling