ଘୋରଦର୍ଶନ Ghoradarṡana

  • ସଂ. ବିଣ. ପୁଂ (ବହୁବ୍ରୀହି; ଘୋର+ଦର୍ଶନ) — ଭୀଷଣ ରୂପବିଶିଷ୍ଟ; ବିକଟାକୃତି — Of frightful appearance; terrific; hideous
  • ସଂ. ବି — ପେଚକ — Owl