ଘୋଟିବା Ghoṭibā
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ମର୍ଦ୍ଦନ କରିବା; ବାଟିବା — To pound; to pestle
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଘୋଟି କିତବମୂଳ, ଘୋରି ଘୋର ଜାଙ୍ଗଳ— କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ ଗୀତ।
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ବେଢ଼ିବା; ଘେରିବା — To surround; to envelop
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଅନ୍ତକ ପରି ମେଲି ଦେଇ ଦୁଇ ପାଟି ଧାଇଁ ଆସି ଭୀମ ଦେହରେ ଗଲା ଘୋଟି। କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଉପରେ ଢାଙ୍କିବା; ଆଚ୍ଛାଦିବା — To overcloud; to cover; to overspread
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଶୀତଳ ଅନିଳ ବହେ ସୁଲୁସୁଲୁ ପୁଣି ଘନ ଘୋଟିଯାଏ। ନନ୍ଦକିଶୋର. ଶର୍ମିଷ୍ଠା।
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — (ରୋଗ, ପାପ ଆଦି) ବିଶେଷରୂପେ ଆକ୍ରମଣ କରିବା — To attack furiously
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଘୋଟି ଆସିଲା ମହାକୋପେ ଭେଟିଲା ଦାରୁବ୍ରହ୍ମ ରୂପେ। ଭୂପତି. ପ୍ରେମପଞ୍ଚାମୃତ।
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ଆକ୍ରାନ୍ତ କରିବା — To overpower; to overcome
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — (ଯଥା—ତାକୁ ନିଦ୍ରା ଘୋଟିଛି।)
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ବ୍ୟାପିବା — To pervade; to be diffused
- ଦେ. କ୍ରି. (ସଂ. ଘୃଷ୍ଟ; ପ୍ରା. ଘୁଟ୍ଟ) — ସଂସାର ସମୁଦ୍ର ସଭିଙ୍କି ଅଛି ଘୋଟି ତହିଁରେ ଭାସୁଅଛି ମୋ ସତ୍ୟ ନାବଟି। କୃଷ୍ଣସିଂହ. ମହାଭାରତ. ବନ।