ଘୋଟି ରହିବା Ghoṭi rahibā

  • ଦେ. କ୍ରି. — ଘେରି ରହିବା; ବେଢ଼ି ରହିବା — To envelop; to surround
  • ଦେ. କ୍ରି. — କମଳ କୁମୁଦ ଅତିଶୟେ ଫୁଟିଛନ୍ତି କେତେ ତହିଁ ଭ୍ରମର ଘୋଟି ରହିଛନ୍ତି। କୃଷ୍ଣସିଂହ. ମହାଭାରତ. ଆଦି।