ଘେର୍ଘେଟା Gher-gheṭā
- ପ୍ରାଦେ (ସମ୍ବଲପୁର) ବି — କୌଣସି ଗଛ ବା ଯଷ୍ଟିରେ ରସି ବାନ୍ଧିଲେ ତାହା ଅଟକି ରହିବା ପାଇଁ ଗଛ ବା ଯଷ୍ଟିର ଯେଉଁ ଅଂଶର ଚାରିପାଖରେ ଘରା ଖୋଳାଯାଏ — The part of a tree or stick which is grooved or scooped round to hold a rope or string tied to it
- ପ୍ରାଦେ (ସମ୍ବଲପୁର) ବି — ଘଣ; ଶଗଡ଼ର ଚକଦ୍ୱାରା ଭୂମିରେ ହେବା ଖାଲ — Cart-track; rut