ଘେରବନ୍ଦି Gherabandi
- ଦେ. ବି — ଚାରିଆଡ଼େ ବାଡ଼ାବନ୍ଦି — Surrounding with fence; the fencing or enclosing of a space
- ଦେ. ବି — ଜମିର ଚତୁର୍ଦ୍ଦିଗସ୍ଥ ପରିଧିର ମାପ — Circuit-survey; survey along the circuit or boundary of a land
- ଦେ. ବିଣ. — ଚାରିଆଡ଼େ ବାଡ଼ଦ୍ୱାରା ବେଷ୍ଟିତ ହୋଇଥିବା — Enclosed by a fence on all sides