ଘେନାଘେନି Ghenāgheni
- ଦେ. ବି — ଅନ୍ୟର ମନକୁ ନାନା ପ୍ରକାରେ ବୁଝାଇବା — Bringing a person to reason by various arguments
- ଦେ. ବି — ଟେକାଟେକି; ଖୋସାମତ — Flattery
- ଦେ. ବି — ପ୍ରବର୍ତ୍ତାଇବା — Inducement; persuasion
- ଦେ. ବି — ମନାଇବା; ଚିତ୍ତରଞ୍ଜନ — Pleasing one's mind
- ଦେ. ବି — ଘଟପୀନସ୍ତନା ଚାରୁବେଣୀ, ଘେନାଘେନି କେତେ ଜାଣୁ ପୁଣି— କବିସୂର୍ଯ୍ୟ. କବିତା।
- ଦେ. ବି — ଆଦରଭାବ; ଆଦରଯୁକ୍ତ ସ୍ନେହ — Fondling
- ଦେ. ବି — ଦଶବାର ଅନାମୟମୋତେ, ଘେନାଘେନି କରି ପଚାରିଲେ ମିତ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଦ. ଗୀତ।
- ଦେ. ବି — ଭାବ — Thought