ଘେନାଇ ଯିବା Ghenāi j̄ibā

  • ଦେ. କ୍ରି — ନେଇ ଯିବା — To take away
  • ଦେ. କ୍ରି — ଲୋକ ପଠାଇ କୌଣସି ବ୍ଯକ୍ତିକୁ ପାଖକୁ ନେଇ ଯିବା — To take a person by sending for him
  • ଦେ. କ୍ରି — ଦାରୁଣ ଯମ କି ତୋହରେ ଘେନାଇ ଗଲା ନିଜ ପୁରେ—ଜଗନ୍ନାଥ. ଭାଗବତ।
  • ଦେ. କ୍ରି — ଲୋକଙ୍କଦ୍ୱାରା ନିଆଇବା — To cause to be taken or carried