ଘେନା କରିବା Ghenā karibā

  • ଦେ. କ୍ରି — ଗ୍ରହଣ କରିବା — To accept
  • ଦେ. କ୍ରି — ମଞ୍ଜୁର୍ କରିବା — To grant
  • ଦେ. କ୍ରି — କ୍ଷମାକର ଅପରାଧ, ଘେନା କର ଅଧୀନ ବିନତି—ଭିକାରୀ. ରତ୍ନମାଳୀ।