ଘେତିବା Ghetibā

  • ଗ୍ରା. (ଇତର) କ୍ରି (ସଂ. ଗ୍ରହ ଧାତୁ) — ଗ୍ରହଣ କରିବା — To hold; to take; to carry
  • ଗ୍ରା. (ଇତର) କ୍ରି (ସଂ. ଗ୍ରହ ଧାତୁ) — ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି କର୍ମ ଇନ୍ଦ୍ରିୟ ପାଞ୍ଚ ଘେତି—ଜଗନ୍ନାଥ. ଭାଗବତ।