ଘେଁଷ୍ରିବା Gheñsh-ribā

  • ପ୍ରାଦେ. (ସମ୍ବଲପୁର) କ୍ରି — ଗୁରୁଣ୍ଡିବା — To crawl; to creep
  • ପ୍ରାଦେ. (ସମ୍ବଲପୁର) କ୍ରି — ଘୁଷୁରିବା — To move on the ground