ଘୃତୋଦ Ghṛutoda

  • ସଂ. ବି (ବହୁବ୍ରୀହି; ଘୃତ+ଉଦ; ଘୃତ ଅଟେ ଉଦ= ଉଦକ ଯହିଁର) — ପୌରାଣିକ ସପ୍ତସମୁଦ୍ର ମଧ୍ୟରୁ ଏକତମ (ଏଥିରେ ଘୃତ ପୂର୍ଣ୍ଣ ଥାଏ) — One of the seven mythological oceans