ଘୃଷ୍ଟ Ghṛushṭa
- ସଂ. ବିଣ (ଘୃଷ ଧାତୁ+କର୍ମ. ତ) — ଘଷା ହୋଇଥିବା — Rubbed
- ସଂ. ବିଣ (ଘୃଷ ଧାତୁ+କର୍ମ. ତ) — ଘୋଟା ହୋଇଥିବା; ଘୋରା ବା ବଟା ହୋଇଥିବା — Pressed with pestle; bruised; pounded
- ସଂ. ବିଣ (ଘୃଷ ଧାତୁ+କର୍ମ. ତ) — ମାର୍ଜିତ; ପାଲିଶ ହୋଇଥିବା — Polished
- ସଂ. ବି — (ଘୋରାହେବା ଯୋଗ୍ୟ ଗନ୍ଧ ଦ୍ରବ୍ୟ) ଅଗୁରୁଚନ୍ଦନ — Aloe-wood