ଘୃତୋଦନ Ghrutodana

  • ସଂ. ବି—(ମଧ୍ୟପଦଲୋପୀ କର୍ମଧା; ଘୃତ+ଓଦନ; ନିପାତନ) — ଘି—ଅନ୍ନ; ଘୃତମିଶ୍ରିତ ଅନ୍ନ — Boiled rice mixed with ghee