ଘୃତପ୍ରମେହ Ghṛuta prameha

  • ସଂ. ବି — ପ୍ରମେହ ରୋଗବିଶେଷ — A kind of gonorrhea
  • ସଂ. ବି — [ଦ୍ର—ଏଥିରେ ରୋଗୀର ମୂତ୍ର ଘିଅ ପରି ଗାଢ଼ ଓ ଚିକଣା ହୁଏ। ହି. ଶବ୍ଦସାଗର।]