ଘୃତଧାରା Ghṛuta dhārā

  • ସଂ. ବି. ( 6 ଷ୍ଠୀ ତତ୍; ଘୃତ+ଧାରା) — ବସୁ ଧାରା; ପ୍ରତିଷ୍ଠା ଆଦି ଉପଲକ୍ଷରେ କରା— ଯିବା ହୋମ ସମାପନାନ୍ତେ କାନ୍ଥରେ ଯେଉଁ ଘିଅର ଧାର ଦିଆଯାଏ — Streamlet of ghee made to run down a wall in connection with a homa
  • ସଂ. ବି. ( 6 ଷ୍ଠୀ ତତ୍; ଘୃତ+ଧାରା) — ପଶ୍ଚିମ ଦେଶର ନଦୀବିଶେଷ (ହି. ଶବ୍ଦସାଗର) — Name of a river of the western regions
  • ସଂ. ବି. ( 6 ଷ୍ଠୀ ତତ୍; ଘୃତ+ଧାରା) — ଘୃତସମୁଦ୍ର — The ocean of ghee
  • ସଂ. ବି. ( 6 ଷ୍ଠୀ ତତ୍; ଘୃତ+ଧାରା) — ଘୃତପ୍ରବାହ — A current of ghee; a continuous stream of ghee