ଘୃତକୂଲ୍ୟା Ghṛuta kūlyā

  • ସଂ. ବି. ( 6 ଷ୍ଠୀ ତତ୍; ଘୃତ+କୂଲ୍ୟା=ନଦୀ) — ଯେଉଁ କୃତ୍ରିମ ନଦୀରେ ଘିଅ ଅଜଡ଼ା ହୋଇ ପାଣି ପରି ବହୁଥାଏ — An artificial stream of ghee