ଘୃଣୀ Ghṛuṇī

  • ସଂ. ବିଣ. ପୁଂ. (ଘୃଣା+ଅଛି ଅର୍ଥରେ ଇନ୍; 1 ମ 1 ବ) — ଯେ ସର୍ବଦା ଅନ୍ଯ ଲୋକଙ୍କୁ ଘୃଣା କରେ — One who shows contempt to other persons
  • ସଂ. ବିଣ. ପୁଂ. (ଘୃଣା+ଅଛି ଅର୍ଥରେ ଇନ୍; 1 ମ 1 ବ) — ବିଦ୍ୱେଷକାରୀ — Malicious
  • ସଂ. ବିଣ. ପୁଂ. (ଘୃଣା+ଅଛି ଅର୍ଥରେ ଇନ୍; 1 ମ 1 ବ) — ଯେ ସର୍ବଦା ଗାଳି ଦିଏ — Abusive; censorious
  • ସଂ. ବିଣ. ପୁଂ. (ଘୃଣା+ଅଛି ଅର୍ଥରେ ଇନ୍; 1 ମ 1 ବ) — ଦୟାଳୁ; କୋମଳହୃଦୟ — Kind; tender-hearted