ଘୃଣିନିଧି Ghṛuṇinidhi

  • ସଂ. ବି. ( 6 ଷ୍ଠୀ ତତ୍; ଘୃଣି=କିରଣ, ତରଙ୍ଗ+ନିଧି) — ସୂର୍ଯ୍ୟ — The sun
  • ସଂ. ବି. ( 6 ଷ୍ଠୀ ତତ୍; ଘୃଣି=କିରଣ, ତରଙ୍ଗ+ନିଧି) — ଗଙ୍ଗାନଦୀ — The river Ganges