ଘୂର୍ଣ୍ଣୀ Ghūrṇṇī

  • ସଂ. ବିଣ (ଘୂର୍ଣ୍ଣ ଧାତୁ ଇନ୍) — ଘୁରୁଥିବା; ଆବର୍ତ୍ତନଶୀଳ — Whirlpool; revolving
  • ସଂ. ବି — ଜଳାବର୍ତ୍ତ — Whirlpool; eddy
  • ସଂ. ବି — ମୁଣ୍ଡବୁଲା ରୋଗ — Giddiness in the head; dizziness