ଘୂର୍ଣ୍ଣିବାୟୁ Ghūrṇṇibāyu

  • ସଂ. ବି. (ମ. ପ. ଲୋ; ଘୂର୍ଣ୍ଣିଯୁକ୍ତ ବାୟୁ; କିମ୍ବା କର୍ମଧା; ଘୂର୍ଣ୍ଣିନ୍+ବାୟୁ) — ଖଣ୍ଡିଆଭୂତ; ଆବର୍ତ୍ତମାନ ବାୟୁ — Whirlwind; tornado