ଘୂର୍ଣ୍ଣିତ Ghūrṇṇita

  • ସଂ. ବିଣ. (ଘୂର୍ଣ୍ଣ ଧାତୁ+କର୍ତ୍ତୃ. ତ) — ଭ୍ରାନ୍ତ; ଭ୍ରମିତ; ଘୁରୁଥିବା — Whirling; revolving
  • ସଂ. ବିଣ. (ଘୂର୍ଣ୍ଣ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ଘୂରା ଯାଉଥିବା — Caused to revolve; whirled; revolved