ଘୂର୍ଣ୍ଣାବର୍ତ୍ତ Ghūrṇṇābartta

  • ସଂ. ବି. (ଘୂର୍ଣ୍ଣ+ଆବର୍ତ୍ତ) — ଘୂର୍ଣ୍ଣୀଜଳ; ଜଳଭଉଁରୀ — Eddy; whirlpool
  • ସଂ. ବି. (ଘୂର୍ଣ୍ଣ+ଆବର୍ତ୍ତ) — ଗୋଲ ସିଢ଼ି — Spiral steps