ଘୁଡ଼ିସୂତୁଲି Ghuṟḍ̠isūṭuli
- ଦେ. ବ — ଘୁଡ଼ିରେ ଲାଗିବା ନିମନ୍ତେ ପ୍ରସ୍ତୁତ ଟାଣ ସୂତା — The string of a paper-kite
- ଦେ. ବ — [ଦ୍ର—କୌଣସି କୌଣସି ଘୁଡ଼ିର ସୂତାରେ ଅଠା ଓ କାଚ ଗୁଣ୍ଡି ବୋଳା ହୋଇଥାଏ ଯେପରି କି ଉଡ଼ୁ— ଥିବା ଅନ୍ଯ ଗୁଡ଼ିର ସୂତାକୁ ଏ କାଚଗୁଣ୍ଡିଯୁକ୍ତ ସୂତା ଘଷି କରି କାଟି ଦେଇ ପାରିବ।]