ଘୁଷ୍ (ଧାତୁ) Ghush (root)

  • ସଂ — ବଧ କରିବା — To kill
  • ସଂ — ପ୍ରଶଂସା କରିବା — To praise
  • ସଂ — ଶବ୍ଦାୟମାନ କରିବା — To make resonant
  • ସଂ — ଶବ୍ଦ କରିବା — To make a sound or noise
  • ସଂ — ଘୋଷଣା କରିବା — To publish; to proclaim aloud; to declare