ଘୁଷୁଡ଼ିବା Ghushuṟḍ̠ibā
- ଗ୍ରା. (ଇତର) କ୍ରି. (ସଂ. ଘୁଷ୍ ଧାତୁ; ଘୁଷୁରିବା ବେଳେ ଭୁମିରେ ଦେହ ଘଷି ହେବାରୁ) — ପଙ୍କରେ ଲୋଟିବା — To wallow or roll about in the mud or mire
- ଗ୍ରା. (ଇତର) କ୍ରି. (ସଂ. ଘୁଷ୍ ଧାତୁ; ଘୁଷୁରିବା ବେଳେ ଭୁମିରେ ଦେହ ଘଷି ହେବାରୁ) — ତଳେ ଲୋଟିବା — To roll on the ground, to drag one's body on the ground
- ଗ୍ରା. (ଇତର) କ୍ରି. (ସଂ. ଘୁଷ୍ ଧାତୁ; ଘୁଷୁରିବା ବେଳେ ଭୁମିରେ ଦେହ ଘଷି ହେବାରୁ) — ଭୁମିରେ (ଦେହ ବା ବସ୍ତ୍ର) ଲାଗି ଗତି କରିବା — To move while the body or cloth is brushing the ground; to trail on the ground