ଘୁଷୁରିଆ Ghushuriā

  • ଦେ. ବି (ସଂ. ଘୃଷ୍ଟିରକ୍ଷକ) — ଶୂକରରକ୍ଷକ — One who brings up pigs swine-herd; pig keeper
  • ଦେ. ବି (ସଂ. ଘୃଷ୍ଟିରକ୍ଷକ) — ଶୂକରରକ୍ଷକ ନୀଚ ଜାତିବିଶେଷ — A low caste of people who keep swine
  • ଦେ. ବି (ସଂ. ଘୃଷ୍ଟିରକ୍ଷକ) — [ଦ୍ର—ଏମାନେ ଘୁଷୁରି ପାଳି ସେମାନଙ୍କୁ ବିକି ଜୀବିକା ନିର୍ବାହ କରନ୍ତି।]