ଘୁରାଘୁରି Ghurā ghuri

  • ଦେ. ବି. (ସଂ. ଘୂର୍ଣ୍ଣନ) — ବୁଲାବୁଲି; ଅନେକ ଆଡ଼େ ବୁଲିବା — Walking round
  • ଦେ. ବି. (ସଂ. ଘୂର୍ଣ୍ଣନ) — ଚେରମୂଳ ଔଷଧ; ମୂଳ—ମୂଳିକା — Roots and drugs