ଘୁମ ଛଡ଼େଇବା Ghuma chhaṟḍ̠eibā
- ଦେ. କ୍ରି — ନିଦ ଭଙ୍ଗାଇବା; ପ୍ରହାର, ଧମକାଣ ଓ ଦେହକୁ ବାରମ୍ବାର ହଲାଇବାଦ୍ୱାରା ନିଦରେ ଘାରି ହେଉଥିବା ବା ଘୁମାଉଥିବା ବ୍ଯକ୍ତିକୁ ସଚେତ କରାଇବା — To rouse a person from stupor, drowsiness or sleepiness by artificial means (eg. beating, vigorously pushing), terrifying, etc