ଘୁଣ୍ଟି Ghuṇṭi
- ପ୍ରାଦେ. (ଗଞ୍ଜାମ) ବି—(ତୁଳ. ତେ. ଗୁଣ୍ଡି; ତୁଳ. ସଂ. ଗ୍ରନ୍ଥି ଓ ହି. ଘୁଂଡ଼ୀ) — ବୋତାମ — Button
- ପ୍ରାଦେ. (ଗଞ୍ଜାମ) ବି—(ତୁଳ. ତେ. ଗୁଣ୍ଡି; ତୁଳ. ସଂ. ଗ୍ରନ୍ଥି ଓ ହି. ଘୁଂଡ଼ୀ) — କନା ବା ସୂତାରେ ସିଲାଇ ହୋଇଥିବା ମଟରପରି ଗୋଲ ଭୁଣ୍ଡି — Buttons made by rolling a bit of cloth or thread into a ball and making it tight by sewing