ଘୁଞ୍ଚାଇବା Ghun̄chāibā

  • ଦେ. କ୍ରି—(ଘୁଞ୍ଚିବାର ଣିଜନ୍ତରୁପ) — ସ୍ଥାନାନ୍ତର କରିବା — To remove (a thing)
  • ଦେ. କ୍ରି—(ଘୁଞ୍ଚିବାର ଣିଜନ୍ତରୁପ) — ଅପସାରିତ କରିବା; ଦୂର କରାଇବା — To cause to vanish or disappear
  • ଦେ. କ୍ରି—(ଘୁଞ୍ଚିବାର ଣିଜନ୍ତରୁପ) — ମାରାଶୁଗ ଡର ଘୁଞ୍ଚାଇ—କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି—(ଘୁଞ୍ଚିବାର ଣିଜନ୍ତରୁପ) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଦେବା, ନେବା ଓ ରଖିବା କ୍ରିୟାମାନ ଯୁକ୍ତ ହୁଏ।]