ଘୁଚ୍ପେଲ ହେବା Ghuchpel hebā
- ପ୍ରାଦେ. (ସମ୍ବଲପୁର) କ୍ରି — ପଶ୍ଚାତ୍ ପଦ ହେବା; ଯିବାକୁ ବା କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା — To give vent to one's unwillingness to do anything; to shrink from doing a thing
- ପ୍ରାଦେ. (ସମ୍ବଲପୁର) କ୍ରି — ଇତସ୍ତତଃ କରିବା; ଦୋଦୋପାଞ୍ଚ ହେବା — To hesitate