ଘୁଁ ଘୁଁ Ghuñ ghuñ

  • ଦେ. ଅ.—(ଧ୍ୱନ୍ୟନୁକରଣ) — ଧ୍ୱନିବିଶେଷ — A booming sound
  • ଦେ. ଅ.—(ଧ୍ୱନ୍ୟନୁକରଣ) — ଘୁଁ ଘୁଁ ଗରଜନେ ହେଉଅଛି ତଡ଼ ବଡ଼— ପ୍ରାଚୀ. ବ୍ରହ୍ମନିରୂପଣଗୀତା।